www.samajalive.in
Saturday, December 6, 2025
17.1 C
Bhubaneswar

ରାତି ଯାଏଁ ଆମ ସହ ଯୋଗାଯୋଗରେ ଥିଲେ, ସକାଳୁ ଆସିଲେନି: ଦେବୀ ମିଶ୍ର

ଭୁବନେଶ୍ଵର : ରାତିରେ ଜୟ ଢୋଲକିଆଙ୍କ ସହ କଥା ହୋଇଥିଲା ବିଜେଡି କିନ୍ତୁ ସକାଳୁ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସକାଳୁ ବିଜେଡି ନେତାମାନେ ଅପେକ୍ଷା କରିଛନ୍ତି ହେଲେ ଆସିଲେନି ଜୟ। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ଜୟ ଢୋଲକିଆ ବିଜେପିରେ ମିଶିବା କଥାକୁ ସେ ସ୍ଵୀକାର କରିଛନ୍ତି। ସେପଟେ ନୂଆପଡାରେ ନବୀନ ପଟ୍ଟନାୟକ ଛିଡା ହେଲେ ବି ଜିତିବ ବିଜେପି। ଏଭଳି କିଛି ଦମ୍ଭୋକ୍ତି ବାଢିଛନ୍ତି ବିଜେପି ଯାଜପୁର ସାଂସଦ ରବି ନାରାୟଣ ବେହେରା। ଜୟଙ୍କ ସମେତ ଅନେକ ଅଶାୟୀ ବିଜେପିରେ ସାମିଲ ହେବାକୁ ଅଛନ୍ତି , କିନ୍ତୁ ଜୟ ଏହି ରେସ୍ ରେ ଆଗରେ ଥିବା ସେ କହିଛନ୍ତି। ନୂଆପଡା ଉପନିର୍ବାଚନରେ ବିଜେପି ଜିତିବ। ବିଜେଡିରେ ଏକଛତ୍ରବାଦ୍‌ ଶାସନ ଧ୍ବଂସ ହେବାରେ ଲାଗିଛି ବୋଲି ଦୋହରାଇଛନ୍ତି ରବି ବେହେରା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories