www.samajalive.in
Friday, December 5, 2025
17.1 C
Bhubaneswar

ବାଲେଶ୍ଵରରେ କର୍ଫ୍ୟୁ ଖବର ମିଛ : ଏସ୍‌ପି

ବାଲେଶ୍ୱର: ବାଲେଶ୍ଵରରେ କର୍ଫ୍ୟୁ ନେଇ ପ୍ରଚାରିତ ଖବର ମିଛ। ଏ ନେଇ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି ବାଲେଶ୍ଵର ଏସ୍‌ପି। କିଛି ଗଣମାଧ୍ୟମରେ ରାତ୍ରକାଳୀନ କର୍ଫ୍ୟୁ ଖବର ପ୍ରକାଶିତ ହୋଇଛି। କେବଳ ରାତିରେ ଦୋକାନ ଖୋଲା ନ ରଖିବାକୁ ନିର୍ଦେଶ ରହିଛି।

- Advertisement -

ବାଲେଶ୍ବର ସହରରେ କେବଳ ରାତି ୧୦ଟାରୁ ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ପ୍ରଶାସନ କଟକଣା କରିଛି। ଏହି ରାତ୍ରିକାଳୀନ କଟକଣା ଆସନ୍ତା ୨୧ ତାରିଖ ଯାଏ ବଳବତ୍ତର ରହିବ। ପୂଜା ଭସାଣ ପରଠାରୁ ଏବେ ବି ସହରର ପୁଲ୍‌ବଜାର ସମେତ ସୁନହଟ, ଗୋଳାପୋଖରୀ ପ୍ରଭୃତି ଅଞ୍ଚଳରେ ୯ ପ୍ଲାଟୁନ ପୁଲିସ ଓ ଫୋସ ମୁତୟନ ଅଛନ୍ତି। ଜିଲାପାଳଙ୍କ ନିର୍ଦେଶ ଆଧାରରେ ଏହା ଘୋଷଣା କରାଯାଇଥିଲା। ଏହାକୁ ନେଇ ଆତଙ୍କିତ ନ ହେବାକୁ ସେ ସହରବାସୀଙ୍କୁ ନିବେଦନ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories