ଖୋର୍ଦ୍ଧା : କଣ୍ଟେନର ଧକ୍କାରେ ୩ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ପିଏନ୍ କଲେଜ ନିକଟ ଜାତୀୟ ରାଜପଥ ଉପରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରଙ୍ଗରୁଟରେ ଭୁବନେଶ୍ଵର ପଟୁ ବାଇକରେ ଯିବାବେଳେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଏବଂ ହସ୍ପିଟାଲ ନେବାବେଳେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Popular Categories



