ଭୁବନେଶ୍ୱର : ମାନସ ପଢ଼ିଆରୀଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଛକି ଶୂନ’ର ସୁଟିଂ ଆଗାମୀ ୨୪ରୁ ଆରମ୍ଭ ହେଉଛି । କଟକ , ଭୁବନେଶ୍ବର, ପୁରୀ ଓ ଢେଙ୍କାନାଳରେ ଏହି ଅନୁସନ୍ଧାନମୂଳକ ଥ୍ରିଲର୍ର ସୁଟିଂ କରାଯିବ ବୋଲି ନିର୍ଦ୍ଦେଶକ ପଢ଼ିଆରୀ ସୂଚନା ଦେଇଛନ୍ତି । ଏହି ସିନେମାରେ ସୁପରଷ୍ଟାର୍ ଅନୁଭବ ମହାନ୍ତି ମୁଖ୍ୟ ଚରିତ୍ରରେ ଥିବା ବେଳେ ତାଙ୍କ ସହ ଅନ୍ୟ ପ୍ରମୁଖ ଚରିତ୍ରରେ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା, ଉଦିତ ଗୁରୁ, ଚୌଧୁରୀ ଜୟପ୍ରକାଶ ଦାସ, ସନ୍ତୁ, ଶ୍ରେୟାଂଶୀ ଓ ଭକ୍ତି ଅଭିନୟ କରୁଛନ୍ତି ।
Popular Categories



