www.samajalive.in
Saturday, December 6, 2025
16.1 C
Bhubaneswar

ବଣ୍ତାଘାଟିରେ ଶିକ୍ଷାର ମାନ ପରଖିଲେ ଜିଲ୍ଲାପାଳ

ମାଲକାନଗିରି: ବଣ୍ଡା ଘାଟିରେ କେମିତି ଚାଲିଛି ପାଠପଢା।  କେମିତି ରହିଛି ପିଲାଙ୍କ ଶିକ୍ଷାର ଗୁଣାତ୍ମକ । ଏସବୁ ପରଖିଛନ୍ତି ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ।ବିଭାଗୀୟ ଅଧିକାରୀଙ୍କ ସହ ବଣ୍ତାଘାଟି ଗ୍ରସ୍ତ କରିଛନ୍ତି ନୂଆ ଜିଲାପାଳ । ମୁଦୁଲିପଡା ସ୍ଥିତ ଏସଏସଡି ବାଳିକା ବିଦ୍ୟାଳୟର ଶ୍ରେଣୀଗୃହକୁ ଯାଇ ପିଲା ମାନଙ୍କୁ ଶିକ୍ଷା ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି । ଏହାସହ ଘାଟିରେ ଶିକ୍ଷାର ମାନ କିପରି ରହିଛି ତାହା ପରଖିଛନ୍ତି। ପିଲାଙ୍କୁ ଶ୍ଲୋକ ସମ୍ପର୍କୀତ ପାଠ ପଢିବା ଦେଖି ଖୁସି ବ୍ୟକ୍ତି କରିଛନ୍ତି। ଏବଂ କିଛି ସମୟ ପିଲାଙ୍କୁ ପାଠ ମଧ୍ୟ ପଢାଇଛନ୍ତି। ଅନୁନ୍ୟୁତ ବଣ୍ତାଘାଟିରେ ଶିକ୍ଷା , ସ୍ବାସ୍ଥ୍ୟ ଓ ଗମନାଗମନ ଉପରେ ତଦାରଖ କରିଛନ୍ତି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories