କାମାକ୍ଷାନଗର : ନାବାଳିକା ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପରଜଙ୍ଗ ଥାନା କନ୍ତୋର ହାଇସ୍କୁଲର ସହକାରୀ ଶିକ୍ଷକଙ୍କ ନାଁରେ ଏମିତି ଅଭିଯୋଗ ଆଣିଛନ୍ତି ନାବାଳିକା ଓ ତାଙ୍କ ପରିବାରଲୋକେ । ନାବାଳିକା ଜଣଙ୍କ ଶିକ୍ଷକଙ୍କ ଘରକୁ ଯାଇଥିବାବେଳେ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପରଜଙ୍ଗ ଥାନାରେ ଥାନାରେ ଲିଖିତ ଅଭିଯୋଗ ପରେ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
Popular Categories



