www.samajalive.in
Saturday, December 6, 2025
14.1 C
Bhubaneswar

ବେଆଇନ ଗୋ-ଚାଲାଣ ବେଳେ ଚଢଉ: ୪୩ ଟି ଗୋରୁ , ୩ ବାଇକ ଜବତ

ପାଟଣା : କେନ୍ଦୁଝର ପୁଲିସ ପକ୍ଷରୁ ଗୋ ମାଫିଆଙ୍କ ଉପରେ ବଡଧରଣର ଚଢାଉ କରାଯାଇଛି। ଅତିରିକ୍ତ ଏସ ପି ପୀୟୁଷ ମହାପାତ୍ରଙ୍କ ନେତୃତ୍ବରେ ଏକ ସୂତନ୍ତ୍ର ଟିମ ଘଟଗାଁ ଥାନା ପୁଲିସ ସହଯୋଗରେ ଘଟଗାଁ ଥାନା ଅଞ୍ଚଳ ସାନ୍ତରାପୁର ଗାଁରେ ଚଢାଉ କରିଥିଲା । ଚଢାଉ ସମୟରେ ୪ ଟି ଗାଡିରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ସମୟରେ ଏହି ଗାଡି ଗୁଡିକ ସହ ୪୩ ଟି ଗୋରୁ ଓ ୩ ଟି ବାଇକକୁ ପୁଲିସ ଜବତ କରିଛି । ଜବତ ଗାଡି ମଧ୍ୟରେ ୨ ଟି ପିକ ଅପ୍ ଓ ୨ ଟି ମିନି ଟ୍ରକ ରହିଛି । ଜବତ ଗୋରୁ ଗୁଡିକୁ ପୋଲିସ ପକ୍ଷରୁ ଗୋଶାଳା ପଠାଇବାକୁ ବ୍ୟବସ୍ଥା କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories