ଭୁବନେଶ୍ୱର : ଚିନ୍ତା ବଢାଉଛି ସୁନା ଦାମ୍ । ପୁଣି ଲକ୍ଷେ ଟପିଲା ଦାମ୍ । ଅଗଷ୍ଟ ୨ ଅର୍ଥାତ୍ ଶନିବାର ପୁଣି ବଢିଛି ସୁନା ଦାମ୍ ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୩୫୦ ଟଙ୍କା ରହିଛି । ଗତକାଲି ୯୯,୮୨୦ ଟଙ୍କା ଥିଲା । ଏଥିରେ ୧,୫୩୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୨,୯୦୦ ଟଙ୍କା ରହିଛି । ଗତକାଲି ୯୧,୫୦୦ ଟଙ୍କା ଥିଲା । ଏଥିରେ ୧,୪୦୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୬,୦୧୦ ଟଙ୍କା ରହିଛି । ଗତକାଲି ୭୪,୮୭୦ ଟଙ୍କା ଥିଲା । ଏଥିରେ ୧,୧୪୦ ଟଙ୍କା ବୃଦ୍ଧି ହୋଇଛି ।
ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୩୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୨,୩୦୦ ଟଙ୍କା ଥିଲା ।
୧୨ ଅଗଷ୍ଟକୁ ଅପେକ୍ଷା କରନ୍ତୁ ଏହି ୫ ରାଶି.. ଗଜଲକ୍ଷ୍ମୀ ରାଜଯୋଗ କରିବ ମାଲାମାଲ୍, ହଠାତ୍ ମିଳିବ ଧନ,ବଡ ସଫଳତା..
ଶନିବାର ସେବନ କଲେ ଏହି ଜିନିଷ: ଦୂର ହୁଏ ଶନିଦୋଷ, ମିଳେ ବିଶେଷ କୃପା, ଶରୀର ରହେ ସୁସ୍ଥ, ଦୂର ହୁଏ ଚିନ୍ତା..



