ଶନିବାର ସେବନ କଲେ ଏହି ଜିନିଷ: ଦୂର ହୁଏ ଶନିଦୋଷ, ମିଳେ ବିଶେଷ କୃପା, ଶରୀର ରହେ ସୁସ୍ଥ, ଦୂର ହୁଏ ଚିନ୍ତା..

ହିନ୍ଦୁ ଧର୍ମରେ ଶନିବାର ଦିନ ଶନିଦେବଙ୍କୁ ସମର୍ପିତ । ତେଣୁ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ପ୍ରଭୁଙ୍କର ବିଶେଷ ଭାବରେ ପୂଜାର୍ଚ୍ଚନା କରାଯାଏ । ପ୍ରଭୁଙ୍କୁ ତେଲ ମଧ୍ୟ ଅର୍ପଣ କରାଯାଏ । ଶନି ଚାଳିଶା ପାଠ କରାଯାଏ । ଶନିଙ୍କ ସହ ଜଡିତ ଜିନିଷ ଦାନ କରାଯାଏ । ଏହାସହ ଶନିବାର ଦିନ କିଛି ଏପରି ଖାସ୍‌ ଖାଦ୍ୟ ରହିଛି ଯାହାର ସେବନ କରିବା ଦ୍ୱାରା ଶନିଙ୍କ ବିଶେଷ କୃପା ସହ … Continue reading ଶନିବାର ସେବନ କଲେ ଏହି ଜିନିଷ: ଦୂର ହୁଏ ଶନିଦୋଷ, ମିଳେ ବିଶେଷ କୃପା, ଶରୀର ରହେ ସୁସ୍ଥ, ଦୂର ହୁଏ ଚିନ୍ତା..