www.samajalive.in
Sunday, December 14, 2025
19.1 C
Bhubaneswar

କଲ୍ୟାଣସିଂହପୁର ବଜାରରେ ପରିବା ଦର ଆକାଶ ଛୁଆଁ

କଲ୍ୟାଣସିଂପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଆଜି ବଜାରରେ ପନିପରିବା ଆକାଶ ଛୁଆଁ ହୋଇଥିବା ନେଇ ଦୋକାନୀ ଓ ଗ୍ରାହକଙ୍କ ଭିତରେ ଦରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଟମାଟୋ କିଲୋ ପିଛା ୬୦ ଟଙ୍କା ଥିବାବେଳେ ବାଇଗଣ କିଲୋ ମଧ୍ୟ ୬୦ ଟଙ୍କା, ଅଲଡି କିଲୋ ୮୦ ଟଙ୍କା, କାଙ୍କଡ଼ ୧୦୦ ଟଙ୍କା, ସଜନା ୧୨୦ ଟଙ୍କା, ପୋଟଳ ୮୦, ଫୁଲ କୋବି ୧୦୦, ସରୁ ୮୦ ଟଙ୍କା, ବନ୍ଧା କୋବି ୬୦ ଟଙ୍କା ଅଞ୍ଚଳରେ ଖଟିଖିଆ ଚାଷୀ ମୁଲିଆ ଦିନ ପ୍ରତି ୨ଶହରୁ ୩ ଶହ ଟଙ୍କା ଦିନ ମଜୁରୀ ଭାବେ ପାଉଥିବା ବେଳେ ବଜାରରେ ପନିପରିବା କିନ୍ତୁ ଆକାଶଛୁଆଁ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories