www.samajalive.in
Saturday, December 6, 2025
15.1 C
Bhubaneswar

ଧୀରେ ଧୀରେ ବଢୁଛି ମୁଣ୍ଡଳି ଜଳସ୍ତର

ସମାଜ ଡିଜିଟାଲ ଡେସ୍କ: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଖୋଲିଛି ହୀରାକୁଦ ଗେଟ୍‍ । ୨୦ଟି ଗେଟ୍‍ ଦେଇ ବନ୍ୟା ଜଳ ନିଷ୍କାସନ ହେବା ପରେ ବନ୍ୟା ଜଳ ଧୀରେ ଧୀରେ ମୁଣ୍ଡଳୀରେ ପହଞ୍ଚିଛି । ଫଳରେ ବୃଦ୍ଧି ପାଉଛି ମୁଣ୍ଡଳି ଜଳସ୍ତର । ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳି ଜଳସ୍ତର ୮୭,୭୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳିରେ ବନ୍ୟା ଜଳ ପ୍ରବାହିତ ହେଲେ ବାଙ୍କୀର ଅନେକ ଅଞ୍ଚଳ ପ୍ରଭାବିତ ଆଶଙ୍କା ରହିଛି । ବାଙ୍କୀର ତାଳବସ୍ତ, ଶିମିଳିପୁର ଓ ଆଠଗଡ ଅଞ୍ଚଳ ବନ୍ୟା ପାଣି ଯୋଗୁ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ସେଠାକାର ବାସିନ୍ଦାକୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories