www.samajalive.in
Monday, December 15, 2025
17.1 C
Bhubaneswar

ଆଉ ୨ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଧନୀ, ହଠାତ୍‌ ମିଳିବ ବଡ ଖୁସି,ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୯ ଜୁଲାଇରେ ଦେବଗୁରୁ ବୃହସ୍ପତି ୧୦ଟା ୫୦ରେ ମିଥୁନ ରାଶିରେ ଉଦୟ ହେବେ । ଦେବଗୁରୁ ବୃହସ୍ପତି ସୁଖ-ସମୃଦ୍ଧି, ଜ୍ଞାନ ଓ ଆଧ୍ୟାତ୍ମିକର, ଧନର କାରକ ବୋଲି କୁହାଯାଏ । ମାନ୍ୟତା ଅନୁସାରେ ଜାତକରେ ଗୁରୁଙ୍କ ସ୍ଥିତି ମଜଭୁତ ରହିଲେ ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସହ ଉନ୍ନତି ହୋଇଥାଏ । ଗୁରୁଙ୍କ ଏହି ଚଳନ ଯୋଗୁଁ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ ।

ମେଷ- ଏହି ରାଶି ପାଇଁ ସମୟ ଅତ୍ୟନ୍ତ ଅନୁକୂଳ । ହଠାତ୍‌ ଧନ ପ୍ରାପ୍ତି ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ସଫଳତା ମିଳିବ । କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ସହ, ଶୁଭ ଖବର ମିଳିବ । ଜୀବନରେ ଖୁସିର ଆଗମନ ହେବ ।

- Advertisement -

ମିଥୁନ- କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଲାଭ ମିଳିବ । ଉନ୍ନତି ହେବ। ଅଟକି ଥିବା କାମ ପୂରଣ ହେବ ।

ସିଂହ- ପରିଶ୍ରମ ଦ୍ୱାରା ସଫଳତା ହାସଲ କରିବେ । ଅଟକି ଥିବା କାମ ପୂରଣ ହେବ । ଧନ ପ୍ରାପ୍ତି ହେବ । ପରିଶ୍ରମ କରିବେ । ଖୁସି ମିଳିବ । ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି । ଜୀବନରେ ଥିବା ସମସ୍ୟା ଦୂର ହେବ । ଜୀବନରେ ଶାନ୍ତି ଓ ସୁଖସମୃଦ୍ଧି ବୃଦ୍ଧି ହେବ ।

ତୁଳା- ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଉନ୍ନତି ହେବ ନୂଆ ନୂଆ ସୁଯୋଗ ମିଳିବ । ଆମଦାନୀ ବୃଦ୍ଧି ସହ ଧନର ଆଗମନ ହେବ ।

କୁମ୍ଭ- ଚାକିରି କ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ନିବେଶ କରି ଲାଭବାନ୍‌ ହେବେ । ଧନ ମିଳିବ । ଖୁସି ମିଳିବ ।

ଓପୋ ଲଞ୍ଚ କଲା ଜବରଦସ୍ତ ଫିଚର୍‌ର ଏହି ୫ଜି ଫୋନ୍‌: ଲୁକ୍‌ ଆଇଫୋନ୍‌ ୧୬ ପ୍ରୋ ଭଳି, ଦାମ୍‌ ଏତିକି..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories