ଓପୋ ଲଞ୍ଚ କଲା ଜବରଦସ୍ତ ଫିଚର୍‌ର ଏହି ୫ଜି ଫୋନ୍‌: ଲୁକ୍‌ ଆଇଫୋନ୍‌ ୧୬ ପ୍ରୋ ଭଳି, ଦାମ୍‌ ଏତିକି..

ନୂଆଦିଲ୍ଲୀ : ଓପୋ ରେନୋ ୧୪ ସିରିଜ ଭାରତ ବଜାରରେ ପ୍ରବେଶ କରି ସାରିଛି। ଏହି ଫୋନ୍‌ ଦମ୍‌ଦାର୍‌ ବ୍ୟାଟେରୀ ଓ ଜବରଦସ୍ତ କ୍ୟାମେରା ସହ ଲଞ୍ଚ ହୋଇଛି। ଏହା ବ୍ୟତୀତ କମ୍ପାନୀ ଭାରତରେ ଓପୋ ପାଡ୍‌ ଏସଇକୁ ମଧ୍ୟ ଆଣିଛି, ଯାହା ୯୩୪୦ଏମଏଏଚର ବ୍ୟାଟେରୀ ସହ ଅନେକ ଦମ୍‌ଦାର୍‌ ଫିଚର ସହ ଆସୁଛି । ଓପୋର ଏହି ୨ଟି ଫୋନ୍‌ ଦେଖିବାକୁ ଆଇଫୋନ୍‌ ୧୬ ପ୍ରୋ ଭଳି । ଫୋନ୍‌ରେ ୬,୨୦୦ ଏମଏଏଚ ପର୍ଯ୍ୟନ୍ତ ବ୍ୟାରେଟରୀ, … Continue reading ଓପୋ ଲଞ୍ଚ କଲା ଜବରଦସ୍ତ ଫିଚର୍‌ର ଏହି ୫ଜି ଫୋନ୍‌: ଲୁକ୍‌ ଆଇଫୋନ୍‌ ୧୬ ପ୍ରୋ ଭଳି, ଦାମ୍‌ ଏତିକି..