www.samajalive.in
Monday, December 15, 2025
24.1 C
Bhubaneswar

ରଣପୁର ତାଲୁକ୍ ଲିଗାଲ ସର୍ଭିସ୍ କମିଟି ତରଫରୁ ବନ ମହୋତ୍ସବ ପାଳନ

ରଣପୁରଗଡ : ନୟାଗଡ଼ ଜିଲ୍ଲା ରଣପୁର ତାଲୁକ ଲିଗାଲ ସର୍ଭିସ୍ କମିଟି ତରଫରୁ ରଣପୁର କୋର୍ଟ ବରିଷ୍ଠ ବିଚାରପତି ଶ୍ରୀମତୀ ଅନୁଶୃତି ଚୌଧୁରୀ ଏବଂ ବିଚାରପତି ଶ୍ରୀ ପୁଣ୍ୟଶ୍ଲୋକ ଦାଶଙ୍କ ନିର୍ଦ୍ଦେଶ କ୍ରମେ ରଣପୁର କୋର୍ଟ ପରିସରରେ ଚଳିତ ବର୍ଷର ବନ ମହୋତ୍ସବ କୋର୍ଟ କର୍ମଚାରୀ,  ଓକିଲ ସଂଘ, ଅଧିକାର ମିତ୍ର, ତାଲୁକ୍ ଆଇନ୍ ସେବା କମିଟିର କର୍ମଚାରୀଙ୍କୁ ନେଇ  ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଉତ୍ସବକୁ ବରିଷ୍ଠ ବିଚାରପତି ଶ୍ରୀମତୀ ଅନୁଶୃତି ଚୌଧୁରୀ ଓ ବିଚାରପତି ଶ୍ରୀ ପୁଣ୍ୟଶ୍ଲୋକ୍ ଦାଶ ମହୋଦୟ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।  ଏଥିରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି। ଏହି ଅବସରରେ ସମସ୍ତେ ନିଜ ନିଜ ବାଡ଼ି ତଥା ଖାଲି ପଡ଼ିଥିବା ରାସ୍ତା ପାର୍ଶ୍ଵରେ ଗଛଟିଏ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା ।

Hot this week

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

Related Articles

Popular Categories