ଭୁବନେଶ୍ୱର : ରାଜଧାନୀରେ ବୁଧବାର ହୋଇଛି ବୋମାମାଡ । ଭୁବନେଶ୍ୱର ଉପକଣ୍ଠ ସାଂପୁରାରେ ଏହି ବୋମାମାଡ ହୋଇଥିବା ନେଇ ଖବର ମିଳିଛି । ଚାକିରିରୁ ବାହାର କରି ଦେବାରୁ ମାଲିକର ଘର ଓ ଅଫିସ୍କୁ ବୋମାମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ବୋମାମାଡରେ ଅଫିସ୍ରେ,କାର୍,ଗାଡି କ୍ଷୟକ୍ଷତି ହୋଇଛି । ଖବର ପାଇ ଭରତପୁର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ବଡ ଖୁସି ନେଇ ଆସୁଛି ଜୁଲାଇ ; ଗୋଟିଏ ପରେ ଗୋଟିଏ ରାଜଯୋଗ, ଏହି ରାଶି ହେବେ କୋଟିପତି, ଖୋଲିବ ବନ୍ଦ ଭାଗ୍ୟର ତାଲା
ଦେଖନ୍ତୁ ଭିଡିଓ ; ଜାଲରେ ପଡିଲା ‘ଅଜବ ମାଛ’, ଜାପାନ ପରେ ଭାରତରେ ଆଣିବ କି ପ୍ରଳୟ!



