ଦେଖନ୍ତୁ ଭିଡିଓ ; ଜାଲରେ ପଡିଲା ‘ଅଜବ ମାଛ’, ଜାପାନ ପରେ ଭାରତରେ ଆଣିବ କି ପ୍ରଳୟ!

ନୂଆଦିଲ୍ଲୀ : ତାମିଲନାଡୁର ତଟବର୍ତ୍ତୀ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ କିଛି ମତ୍ସ୍ୟଜୀବୀଙ୍କ ଜାଲରେ ସମୁଦ୍ରରୁ ଏକ ରହସ୍ୟମୟ ଓ ଦୁର୍ଲ୍ଲଭ ମାଛ ପଡିଛି । ଯାହାକୁ ‘ଡୁମ୍ସଡେ ଫିଶ୍‌’ ଅର୍ଥାତ୍‌ ‘ପ୍ରଳୟର ମାଛ’ ବୋଲି କୁହାଯାଏ । ଏହି ମାଛର ଅସଲି ନାମ(Oarfish) ଏହି ମାଛ ସାଧାରଣତଃ ଗଭୀର ସମୁଦ୍ରରେ ଦେଖାଯାଏ। Doomsday fish have been … Continue reading ଦେଖନ୍ତୁ ଭିଡିଓ ; ଜାଲରେ ପଡିଲା ‘ଅଜବ ମାଛ’, ଜାପାନ ପରେ ଭାରତରେ ଆଣିବ କି ପ୍ରଳୟ!