www.samajalive.in
Saturday, December 13, 2025
18.1 C
Bhubaneswar

ଦିନ ୧ଟା ମୁଖ୍ୟ ଖବର

ଆଜିଠୁ ଶ୍ରୀଜୀଉଙ୍କୁ ଓଷ ଲାଗି, ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହେଉଛନ୍ତି ମହାପ୍ରଭୁ..

କାନାଡ଼ାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦୁଇ ଦିନିଆ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ ମୋଦୀ, ବିମାନବନ୍ଦରରେ ଭବ୍ୟ ସ୍ଵାଗତ..

- Advertisement -

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ଵାମୀ, ଧରାକୋଟର କେ. ରାମଚନ୍ଦ୍ରପୁରରେ ଘଟିଛି ହତ୍ୟାକାଣ୍ଡ..

ମୁମ୍ବଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କଲକାତାରେ ଜରୁରୀ ଅବତରଣ, ସାନଫ୍ରାନସିସକୋରୁ ମୁମ୍ବଇ ଆସୁଥିଲା ବିମାନ..

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ୧୫ କଂଗ୍ରେସ କର୍ମୀ ଅଟକ
ବଲାଙ୍ଗିର, ଟିଟିଲାଗଡ ଓ ଦେଓଗାଁରୁ ୧୫ଜଣ ଅଟକ
ଆଜି ବଲାଙ୍ଗିରରେ ହେବ କୃଷକ ଶକ୍ତି ସମାବେଶ..

୨୧ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ଅଧିକ ବର୍ଷିବ..

ଆଧାରକାର୍ଡ ପାଇଁ ବଡ ଖବର : ଏଣିକି ଘରେ ବସି ଆଧାରକାର୍ଡରେ ବଦଳାଇପାରିବେ ମୋବାଇଲ୍‌ ନମ୍ବର, ଆସୁଛି ନୂଆ ଆପ୍‌, ମିଳିବ ଏସବୁ ସୁବିଧା..

ଆଜି ନନ୍ଦନକାନନ ବନ୍ଦ..

ଆସନ୍ତା ୨୦ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ..

ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ.

ଇରାନ ଉପରେ ବଡ଼ ନିଷ୍ପତ୍ତି ନେବ ଆମେରିକା ! ଜି-୭ ବୈଠକ ଅଧାରୁ ଚାଲିଗଲେ ଟ୍ରମ୍ପ, ତେହରାନ ଛାଡ଼ିବାକୁ ପରାମର୍ଶ..

ଦୀର୍ଘ ୧୮ ବର୍ଷ ପରେ ଏକାଠି ହେବେ ବୁଧ-କେତୁ : ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ବଦଳିବ ସବୁକିଛି, ହେବେ ମାଲାମାଲ୍‌..

ଗୋପାଳପୁରରେ ଗଣଦୁଷ୍କର୍ମ: ୧୦ ଗିରଫ, ଆଜି ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିବ ପୁଲିସ୍‌..

ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି , ଦେଶର ପଶ୍ଚିମ ଓ ପୂର୍ବ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା..

ଇରାନରେ ଥିବା ଭାରତୀୟଙ୍କୁ ତେହରାନ ଛାଡ଼ିବାକୁ ନିର୍ଦେଶ ଦେଲା ଦୂତାବାସ, ଜାରି ହେଲା ସହାୟତା ନଂ(+୯୮୯୦୧୦୧୪୪୫୫୭, +୯୮୯୧୨୮୧୦୯୧୦୯, +୯୮୯୧୨୮୧୦୯୧୧୫)..

ଦେଓଗାଁରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ..

ଖୁବଶୀଘ୍ର ଅନଲାଇନରେ ମିଳିବ ଆମ୍ବୁଲାନ୍ସ ସେବା
ଅନଲାଇନରେ ଆମ୍ବୁଲାନ୍ସ ବୁକିଂ କରିବେ ସାଧାରଣ ଲୋକ
ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା..

ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, କେରଳର କୋଚିରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନର ନାଗପୁରରେ ଜରୁରୀକାଳୀନ ଅବତରଣ, ବୋମା ଧମକ ମିଳିବା ପରେ ସତର୍କତା ସ୍ୱରୂପ ଜରୁରୀ ଅବତରଣ..

କଟକରେ ହୋଟେଲ ସିଲ୍ : କଟକ ଷ୍ଟେସନ୍ ନିକଟରେ ସିଏମସି ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ , ହୋଟେଲ ସିଲ୍ କଲା ଟିମ୍

ଦେଖନ୍ତୁ ଭିଡିଓ ; କରୁଥିଲେ ରିଲ୍ସ, ଘୋଡା ଠାରୁ ଖୁବ୍‌ ଜୋର୍‌ରେ ଲାତ ଖାଇଲେ ଯୁବତୀ, ତା’ପରେ..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories