ଦେଖନ୍ତୁ ଭିଡିଓ ; କରୁଥିଲେ ରିଲ୍ସ, ଘୋଡା ଠାରୁ ଖୁବ୍‌ ଜୋର୍‌ରେ ଲାତ ଖାଇଲେ ଯୁବତୀ, ତା’ପରେ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଯୁବକ ହୁଅନ୍ତୁ ଅଥବା ଯୁବତୀ, ମହିଳା, ପୁରୁଷ ରିଲ୍ସ କରିବା ସମୟରେ ସ୍ଥାନକାଳ ପ୍ରତି ନଜର ଦେଉ ନାହଁନ୍ତି । ବିଶେଷ କରି ସୁନ୍ଦର ପରିବେଶ ଦେଖିବା ମାତ୍ରେ ରିଲ୍ସ କରିବା ଆରମ୍ଭ କରିଥାନ୍ତି । ପାହାଡ, ପର୍ବତ ଝରଣା ଆଦି ସ୍ଥାନରେ ରିଲ୍ସ କରିବାକୁ ଅଧିକାଂଶ ବେଶ ପସନ୍ଦ କରି ଥାନ୍ତି । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇଛନ୍ତି । … Continue reading ଦେଖନ୍ତୁ ଭିଡିଓ ; କରୁଥିଲେ ରିଲ୍ସ, ଘୋଡା ଠାରୁ ଖୁବ୍‌ ଜୋର୍‌ରେ ଲାତ ଖାଇଲେ ଯୁବତୀ, ତା’ପରେ..