www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; କରୁଥିଲେ ରିଲ୍ସ, ଘୋଡା ଠାରୁ ଖୁବ୍‌ ଜୋର୍‌ରେ ଲାତ ଖାଇଲେ ଯୁବତୀ, ତା’ପରେ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଯୁବକ ହୁଅନ୍ତୁ ଅଥବା ଯୁବତୀ, ମହିଳା, ପୁରୁଷ ରିଲ୍ସ କରିବା ସମୟରେ ସ୍ଥାନକାଳ ପ୍ରତି ନଜର ଦେଉ ନାହଁନ୍ତି । ବିଶେଷ କରି ସୁନ୍ଦର ପରିବେଶ ଦେଖିବା ମାତ୍ରେ ରିଲ୍ସ କରିବା ଆରମ୍ଭ କରିଥାନ୍ତି । ପାହାଡ, ପର୍ବତ ଝରଣା ଆଦି ସ୍ଥାନରେ ରିଲ୍ସ କରିବାକୁ ଅଧିକାଂଶ ବେଶ ପସନ୍ଦ କରି ଥାନ୍ତି । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇଛନ୍ତି । ଭିଡିଓଟି ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓଟି ନେପାଳର କୁରୀ ଗାଁରେ ଜଣେ ଯୁବତୀଙ୍କର ।

- Advertisement -

ଭିଡିଓରେ ଦେଖିପାରିବେ ପାହାଡ ଉପରେ ଜଣେ ଯୁବତୀ ନାଚି ନାଚି ରିଲ୍ସ କରୁଛନ୍ତି । ସେହି ସମୟରେ ସେଠାରେ ଏକ ଘୋଡା ମଧ୍ୟ ଦେଖାଯାଉଛି । ଘୋଡାଟି ଚୁପଚାପ୍‌ ଘାସ ଖାଉଛି । ଯୁବତୀ ଜଣକ ନାଚିବା ସମୟରେ ଘୋଡା ତାଙ୍କ ନିକଟକୁ ଆସୁଥିବା ଦେଖିପାରିବେ । ହଠାତ୍‌ ଘୋଡାଟି ରାଗି ଯାଇ ଯୁବତୀଙ୍କୁ ଖୁବ୍‌ ଜୋରରେ ଲାତ ମାରୁଛି । ଯୁବତୀ ଜଣକ ଛିଟକି ଦୂରରେ ପଡୁଛନ୍ତି । ମାତ୍ର ଗୁରୁତର ଆହତ ହୋଇ ନାହାଁନ୍ତି ବୋଲି ଜଣାପଡିଛି । ସମ୍ପୂର୍ଣ୍ଣ ଘଟଣା ରେକର୍ଡ ହେବା ପରେ ଏବେ ଭାଇରାଲ୍‌ ହେଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି।

ଦୀର୍ଘ ୧୮ ବର୍ଷ ପରେ ଏକାଠି ହେବେ ବୁଧ-କେତୁ : ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ବଦଳିବ ସବୁକିଛି, ହେବେ ମାଲାମାଲ୍‌..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories