ଦୀର୍ଘ ୧୮ ବର୍ଷ ପରେ ଏକାଠି ହେବେ ବୁଧ-କେତୁ : ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ବଦଳିବ ସବୁକିଛି, ହେବେ ମାଲାମାଲ୍‌..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ୯ ଗ୍ରହ ନିଶ୍ଚିତ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଏହି ସମୟରେ ପରସ୍ପର ସହ ଏକାଠି ମଧ୍ୟ ହୋଇଥାନ୍ତି । ଏହି ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ,ଦେଶ ଦୁନିଆ ଉପରେ ମଧ୍ୟ ପଡିଥାଏ । ଛାୟା ଗ୍ରହ କେତୁ ସିଂହ ରାଶିରେ ଚଳନ କରି ସାରିଛନ୍ତି । ଅଗଷ୍ଟ ମାସରେ ବୁଧ ଗ୍ରହ ସିଂହ ରାଶିରେ ଚଳନ କରିବେ … Continue reading ଦୀର୍ଘ ୧୮ ବର୍ଷ ପରେ ଏକାଠି ହେବେ ବୁଧ-କେତୁ : ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ବଦଳିବ ସବୁକିଛି, ହେବେ ମାଲାମାଲ୍‌..