ଆଧାରକାର୍ଡ ପାଇଁ ବଡ ଖବର : ଏଣିକି ଘରେ ବସି ଆଧାରକାର୍ଡରେ ବଦଳାଇପାରିବେ ମୋବାଇଲ୍‌ ନମ୍ବର, ଆସୁଛି ନୂଆ ଆପ୍‌, ମିଳିବ ଏସବୁ ସୁବିଧା..

ନୂଆଦିଲ୍ଲୀ : ଆଧାରକାର୍ଡର ଆବଶ୍ୟକତା ପ୍ରତ୍ୟେକ ସ୍ଥାନରେ ରହିଛି। ସରକାରୀ କାମ ହେଉ କି ବେସରକାରୀ ଦେଶର ସମସ୍ତ ସ୍ଥାନରେ ଲୋକଙ୍କୁ ଆଧାର କାର୍ଡର ଆବଶ୍ୟକତା ପଡ଼ିଥାଏ। ଏହି କାରଣରୁ ସେମାନଙ୍କୁ ପାଖରେ ଆଧାର କାର୍ଡ ରଖିବାକୁ ପଡ଼େ। ଅନେକ ସ୍ଥାନରେ ଆଧାର କାର୍ଡର ଫଟୋକପି ମଧ୍ୟ ଦେବାକୁ ପଡ଼େ। ଏବେ ଆଧାରକାର୍ଡ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ଖୁବ୍‌ଶୀଘ୍ର ଏପରି ଏକ ସୁବିଧା ଆସିବାକୁ ଯାଉଛି, ଯାହା ପରେ ଲୋକମାନଙ୍କୁ … Continue reading ଆଧାରକାର୍ଡ ପାଇଁ ବଡ ଖବର : ଏଣିକି ଘରେ ବସି ଆଧାରକାର୍ଡରେ ବଦଳାଇପାରିବେ ମୋବାଇଲ୍‌ ନମ୍ବର, ଆସୁଛି ନୂଆ ଆପ୍‌, ମିଳିବ ଏସବୁ ସୁବିଧା..