www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ; ଶିକାରୀ ହେଲା ଶିକାର, ସାପ-ଚିଲ ଲଢେଇ, ଜିତିଲା କିଏ?

ନୂଆଦିଲ୍ଲୀ : ସାପ ଓ ଚିଲ ଉଭୟ ଖୁବ୍‌ ଚତୁର । ଦ୍ରୁତ ଶିକାରୀ ମଧ୍ୟ । ଜଙ୍ଗଲରେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଲଢେଇ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ଲଢେଇରେ କେତେବେଳେ ଚିଲ ତ ପୁଣି କେତେବେଳେ ସାପ ଜିତି ଥାଏ । ନିକଟରେ ସୋସିଆଲ ମିଡିଆରେ ଉଭୟଙ୍କ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

ଜୁନ୍‌ ୨୬ରେ ମହାସଂଯୋଗ ; ଏମାନଙ୍କ ପାଇଁ ବରଦାନରୁ ହେବନି କମ୍‌, ହେବେ ଧନୀ, ହେବ ବିବାହ, ମିଳିବ ସଫଳତା

- Advertisement -

ଭିଡିଓର ଆରମ୍ଭରେ ଦେଖିପାରିବେ, ଏକ ଶିକାରୀ ଚିଲ ଆକାଶରୁ ଦ୍ରୁତ ଗତିରେ ତଳକୁ ଆସି ନିଜ ମୁନିଆ ନଖରେ ସାପକୁ ଜାବୁଡି ଧରୁଛି । ସାପଟିକୁ ଶିକାର କରିବା ପାଇଁ ଚିଲ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଉଛି । ମାତ୍ର କିଛି ସମୟରେ ସବୁକିଛି ଓଲଟି ଯାଉଛି । ଚିଲ ସାପକୁ ଖାଇବାକୁ ଚେଷ୍ଟା କରୁଛି । ମାତ୍ର ସେହି ସମୟରେ ସାପ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖିପାରିବେ । ଧିରେ ଧିରେ ସାପଟି ଚିଲ ଶରୀରରେ ଗୁଡାଇ ହୋଇ ଯାଉଛି । ଚିଲ ସାପ କବଳରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ମାତ୍ର କିଛି ସମୟରେ ଚିଲଟିର ମୃତ୍ୟୁ ହେଉଛି । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖି ସାରି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ପୁଣି ବଢିଲା ସୁନା, ଭାଙ୍ଗୁଛି ରେକର୍ଡ ପରେ ରେକର୍ଡ, ଜାଣନ୍ତୁ କେତେ

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories