ପୁଣି ବଢିଲା ସୁନା, ଭାଙ୍ଗୁଛି ରେକର୍ଡ ପରେ ରେକର୍ଡ, ଜାଣନ୍ତୁ କେତେ

ଭୁବନେଶ୍ୱର : ଚିନ୍ତା ବଢାଇଲା ହୁ ହୁ ହୋଇ ବଢୁଥିବା ସୁନା ଦାମ୍‌ । ଜୁନ୍‌ ୧୪ ଅର୍ଥାତ୍‌ ଶନିବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୧,୦୧,୬୮୦ ଟଙ୍କା ବୃଦ୍ଧି ପାଇଛି । ଗତକାଲି ଏହା ୧,୦୧,୪୦୦ ଟଙ୍କା ଥିଲା । ଏଥିରେ ୨୮୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୩,୨୦୦ ଟଙ୍କା ରହିଛି । ଗତକାଲି ୯୨,୯୫୦ … Continue reading ପୁଣି ବଢିଲା ସୁନା, ଭାଙ୍ଗୁଛି ରେକର୍ଡ ପରେ ରେକର୍ଡ, ଜାଣନ୍ତୁ କେତେ