ଜୁନ୍ ୨୬ରେ ମହାସଂଯୋଗ ; ଏମାନଙ୍କ ପାଇଁ ବରଦାନରୁ ହେବନି କମ୍, ହେବେ ଧନୀ, ହେବ ବିବାହ, ମିଳିବ ସଫଳତା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖୁବ୍ ଶୀଘ୍ର ମିଥୁନ ରାଶିରେ ଚର୍ତୁଗ୍ରହୀ ଯୋଗ ହେବାକୁ ଯାଉଛି । ୨୬ ଜୁନ୍ ୨୦୨୫ରେ ସୂର୍ଯ୍ୟ, ବୁଧ, ଗୁରୁ ଓ ଚନ୍ଦ୍ରମା ଏକାଠି ହୋଇ ଚର୍ତୁଗ୍ରହୀ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାକୁ ଅତ୍ୟନ୍ତ ଶୁଭ ସଂଯୋଗ ବୋଲି କୁହାଯାଏ । ଜାଣନ୍ତୁ ଏହି ଯୋଗ ଫଳରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ.. ବୃଷ- ଏହି ଯୋଗ ଆପଣଙ୍କ ପାଇଁ ସୌଭାଗ୍ୟ ଆଣିବ । ଲୋକପ୍ରିୟତା … Continue reading ଜୁନ୍ ୨୬ରେ ମହାସଂଯୋଗ ; ଏମାନଙ୍କ ପାଇଁ ବରଦାନରୁ ହେବନି କମ୍, ହେବେ ଧନୀ, ହେବ ବିବାହ, ମିଳିବ ସଫଳତା
Copy and paste this URL into your WordPress site to embed
Copy and paste this code into your site to embed