www.samajalive.in
Saturday, December 6, 2025
16.1 C
Bhubaneswar

ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲେ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ

ମାଲକାନଗିରି :  ଏସଡିଜେଏମ୍ କୋର୍ଟ ରେ ହାଜର ହେଲେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ । ୫୦ ହଜାର ଟଙ୍କାର ଦୁଇଟି ସିକ୍ୟୁରିଟି ବଦଳରେ ମନିଷ ଅଗ୍ରୱାଲଙ୍କୁ  ମାଲକାନଗିରି ଏସଡିଜେଏମ୍ କୋର୍ଟ ଜାମିନ ଦେଇଛନ୍ତି । ଜିଲ୍ଲାପାଳଙ୍କ ତତ୍କାଳୀନ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ଆଇଏଏସ ମନିଷ ଅଗ୍ରୱାଲଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି । ପୁର୍ବରୁ ମାଲକାନଗିରି ଏସଡିଜେଏମ୍ କୋର୍ଟ ତାଙ୍କୁ ବାରମ୍ବାର ସମନ ଜାରି କରିଥିଲେ ମଧ୍ୟ ମନିଷ ଅଗ୍ରୱାଲ କୋର୍ଟରେ ହାଜର ହୋଇନଥିଲେ । ଶେଷରେ ସୁପ୍ରିମକୋର୍ଟ ରୁ ଅଗ୍ରୀମ ଜମାନତ ନେଇ ମାଲକାନଗିରି ଏସଡିଜେଏମ୍ କୋର୍ଟ ରେ ହାଜର ହୋଇଛନ୍ତି ମନିଷ ଅଗ୍ରୱାଲ ଆଉ ତାଙ୍କୁ ଜମାନତ ମଧ୍ୟ ମିଳିଯାଇଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories