www.samajalive.in
Sunday, December 14, 2025
16.1 C
Bhubaneswar

ଗୁରୁବାର ରାଶିଫଳ: ନାନା ସୁଖର ଅଧିକାରୀ ହେବେ

ମେଷ: ବହୁଜନ ହିତାୟ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ପ୍ରତ୍ୟେକ କ୍ଷେତ୍ରରେ ନିଜର ମହାନତା ପ୍ରତିପାଦନ କରିପାରନ୍ତି। ନିଜ ପୁତ୍ର ପରି ଅନ୍ୟ ପୁତ୍ରପୁତ୍ରୀମାନଙ୍କର କଲ୍ୟାଣକାରୀ ହେବେ। ସୁସ୍ଥ ଜୀବନ ବିତାଇବେ।

ବୃଷ: ନାନା ସୁଖର ଅଧିକାରୀ ହେବେ। ଆପଣ ସୌର୍ଯ୍ୟରୁ, ରାଜସେବାରୁ, ବ୍ରାହ୍ମଣ କର୍ମାଦିରୁ ସୁଭୋଗ କରି କରିପାରନ୍ତି। ମେଧାବୀ, ଜିତେନ୍ଦ୍ରୀୟ ବିଦ୍ୱାନ୍ ଓ ଦୟାଳୁ ସ୍ୱଭାବସମ୍ପନ୍ନ ହେବେ। ଶାସ୍ତ୍ରପଟୁ ହେବେ।

- Advertisement -

ମିଥୁନ: ବ୍ୟବସାୟୀମାନଙ୍କ ସହିତ ମିତ୍ରତା ସ୍ଥାପନ କରି ଆର୍ଥିକ ସ୍ଥିତି ତଥା ଅଧୂକ ଉପାର୍ଜନ ପାଇଁ ପଥ ପରିସ୍କାର କରିପାରନ୍ତି। କୃଷି କର୍ମକାରୀ ହେବେ। ସଜ୍ଜନ ସାଥୀ ଓ ଧର୍ମଯୁକ୍ତ ଓ ଗୁଣବାନ୍ ହୋଇପାରନ୍ତି।

କର୍କଟ: ବୃକ୍ଷରୋପଣାଦି କର୍ମରେ ଉତ୍ସାହ ବୃଦ୍ଧି ହେବ। ବନ ସଂରକ୍ଷଣରେ ସାମିଲ ହୋଇ ନିଜର ନୀତି, ଆଦର୍ଶର ପ୍ରମାଣ ଦେବେ । ନ୍ୟାୟ ମାର୍ଗରେ ପୁତ୍ରମାନଙ୍କୁ ପରିଚାଳିତ କରି ଜଳାଦାନ କରି ଧନ ଅର୍ଜନ କରିବେ।

ସିଂହ: ସରକାରୀ ମାନ୍ୟତା ପ୍ରାପ୍ତ ହେବେ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଉଦ୍ୟମ ପ୍ରଶଂସନୀୟ ହେବେ । ଆପଣଙ୍କ ଆଦର୍ଶବାଦୀ ଚିନ୍ତାଧାରା ଅନ୍ୟମାନଙ୍କର ପ୍ରେରଣାର ଉତ୍ସ ହୋଇପାରେ।

କନ୍ୟା: ପତ୍ନୀଙ୍କ ଦାୟିତ୍ବରେ ବ୍ୟୟ ବ୍ୟବସ୍ଥା ନିହିତ ଥ‌ିବାରୁ ସେ ଅବସ୍ଥା ଦେଖ୍ ବ୍ୟବସ୍ଥା କରିବାରେ ପାରଙ୍ଗମ ହେବେ। ବିବାହାଦିରେ ମଙ୍ଗଳ କର୍ମରେ ଧନ ବ୍ୟୟ କରିପାରନ୍ତି। ସାଧୁମାନଙ୍କ ଚର୍ଚ୍ଚାରେ ଧନ ବ୍ୟୟ ହେବ।

ତୁଳା: ବହୁ ପ୍ରକାର ବାଣିଜ୍ୟରୁ ଧନଲାଭର ସୂଚନା ମିଳୁଛି। ସାଧୁ ସେବା ରୂପକ ପକ ପୁଣ୍ଯାର୍ଜନରେ ଈପ୍‌ସିତ ଧନ ପ୍ରାପ୍ତ ହୋଇପାରନ୍ତି । ବିନୟାବନତ ସ୍ଵଭା ସ୍ଵଭାବରୁ ସମ୍ମାନିତ ମ୍ମାନିତ ହେବା ସହିତ ଧନପ୍ରାପ୍ତ ହେବେ।

ବିଛା: କାହାରି ଉପରେ ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି, ବିଦ୍ୟା ଓ ସଜୋଟତା ବଳରେ ନିଜ କର୍ମ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବା ସହିତ । ଉପରିସ୍ଥ କର୍ମକର୍ତ୍ତାକ ର୍ଭାଙ୍କ ପ୍ରଶଂସାଭାଜନ ହେବେ।

ଧନୁ: ଦେବ-ବ୍ରାହ୍ମଣ ଭକ୍ତିଯୁକ୍ତ ଯୁକ୍ତ ହୋଇପାରନ୍ତି। ଶାସ୍ତ୍ରା ନୁମୋଦିତ କର୍ମ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସ ପ୍ରଶଂସାଭାଜନ ହୋଇପାରନ୍ତି। ନିଜର କର୍ମ ବଳ ସହିତ ଧର୍ମ ବଳର ସମ୍ମିଶ୍ରଣରେ ଧର୍ମ ନିକିତି ଧାରଣ କରିବେ।

ମକର : ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି, ସ୍ଵକର୍ମରୁ ବିଚ୍ୟୁତ ହେବେ ନାହିଁ। ବିପଦପୂର୍ଣ ଜଳଯାତ୍ରାରୁ ବିରତ ରହିପାରନ୍ତି। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ। ପରୋପକାରୀ ହୋଇପାରନ୍ତି।

କୁମ୍ଭ: ପତ୍ନୀ ସ୍ଥିର ସ୍ଵଭାବଯୁକ୍ତା ହୋଇପାରନ୍ତି। ପତିବ୍ରତାଭାବେ ସଦାସର୍ବଦା ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଇ ସ୍ୱାମୀଙ୍କ ସେବାକାରୀ ଓ ସହକର୍ମୀର । ଜୀବନ ବିତାଇବେ। ଦାୟିତ୍ୱ ବହନ କରିପାରନ୍ତି। ସୁସ୍ଥ ଓ ନିରାମୟ ।

ମୀନ: ପୁତ୍ରାଦି, ପତ୍ନୀ ଓ ବନ୍ଧୁବାନ୍ଧବଙ୍କ ସହଯୋଗରୁ । ଶତ୍ରୁମାନଙ୍କ ଆକ୍ରୋଶ ଓ ଅସୂୟାଭାବକୁ ଭ୍ରୂକ୍ଷେପ ନକରି ନିଜ କର୍ମମାର୍ଗରେ ଅଗ୍ରସର ହେବେ। ନିନ୍ଦୁକମାନଙ୍କୁ ଉଚିତ ଶିକ୍ଷା ଦେବାରେ ପାରଙ୍ଗମ ହେବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories