www.samajalive.in
Monday, December 15, 2025
17.1 C
Bhubaneswar

ନୂଆ ରୂପରେ ଆସିଲା ସୁଜୁକିର ଏହି ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ସୁଜୁକି ମୋଟରସାଇକେଲ ଇଣ୍ଡିଆ ନିଜ ଲୋକପ୍ରିୟ ବାଇକ୍ ଜିଏସଏକ୍ସ-୮ଆରର ୨୦୨୫ ଭର୍ସନ ଲଞ୍ଚ୍ କରିଦେଇଛି । ଏହା ଓବିଡି-୨ବି ଉତ୍ସେର୍ଜନ ମାପଦଣ୍ଡ ପୁରା କରୁଛି । କମ୍ପାନୀ ମୋଟରସାଇକେଲକୁ ୯.୨୫ ଲକ୍ଷ ଟଙ୍କାର ଏକ୍ସ-ଶୋରୁମ୍ ଦାମରେ ଲଞ୍ଚ୍ କରିଛି । ଏହି ବାଇକ୍ ନିଜ ସ୍ପୋର୍ଟି ଲୁକକୁ ବଜାୟ ରଖିବା ସହ ପରିବେଶ ପରିଷ୍କାରର ସମସ୍ତ ନିୟମ ପାଳନ କରୁଛି ।

ଏଥିରେ ୭୭୬ ସିସିର ପାରାଲାଲ୍ ଟ୍ବିନ୍ ଇଞ୍ଜିନ ଲାଗିଛି ଯାହା ୮୫୦୦ ଆରପିଏମରେ ୮୩ ବିଏଚପିର ସର୍ବାଧିକ ପାଓ୍ବର ଓ ୬୮୦୦ ଆରପିଏମରେ ୭୮ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ । ମୋଟରସାଇକେଲର ଇଞ୍ଜିନକୁ ୬ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି । ଫିଚର୍ ରୂପେ ବାଇକରେ ରାଇଡ୍ ବାଏ ଓ୍ବାୟର ଥ୍ରୋଟଲ୍, ଟ୍ରାକ୍ସନ କଣ୍ଟ୍ରୋଲର ୩ ସ୍ତର, ଡୁଆଲ ଚ୍ୟାନେଲ୍ ଏବିଏସ୍ ଓ ୩ ରାଇଡିଂ ମୋଡ୍ ମଧ୍ୟ ଦିଆଯାଇଛି । ସେହିଭଳି ଜିଏସଏକ୍ସ-୮ଆରରେ ଷ୍ଟିଲ୍ ଫ୍ରେମ୍ ଓ ଶୋଭାର ୟୁଏସଡି ଫୋର୍କ ଓ ମୋନୋଶକ୍ ରହିଛି । ଏଥିରେ ୧୭ ଇଞ୍ଚର ଟାୟାର ମିଳିବ ।

ଗରମ ପାଣି ପଡ଼ି ଶିଶୁ ଗୁରୁତର: ୭ ଦିନ ହେଲା ଚାଲିଛି ଚିକିତ୍ସା, ସହାୟତା ପାଇଁ ବାପା-ମାଆଙ୍କ ଗୁହାରି

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories