କଟକ : କଟକରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ଯୋବ୍ରାର ଏକ ଘରୋଇ ହଷ୍ଟେଲ ବାଥ୍ରୁମ୍ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ମାଲଗୋଦାମ ପୁଲିସ ପହଞ୍ଚି ଯୋବ୍ରାର ଏକ ଘରୋଇ ହଷ୍ଟେଲରୁ ମୃତଦେହ ଉଦ୍ଧାର କରିଛି । ମୃତ ଯୁବତୀ ବାଲେଶ୍ୱରର ହୋଇଥିବା ବେଳେ ସେ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଲାଭାର ବଡ ଧମାକା: ମାତ୍ର ଏତିକି ଟଙ୍କାରେ ଆଣିଲା ଆପେଲ୍ ଭଳି ଦେଖାଯାଉଥିବା, ଜବରଦସ୍ତ ଫିଚର ଥିବା ସ୍ମାର୍ଟଫୋନ୍..
ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ଏହି ରାଶିଙ୍କୁ ଖାଲି ମିଳିବ ଲାଭ, ହେବେ ମାଲାମାଲ୍, ରହିବନି ଚିନ୍ତା..



