ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ଏହି ରାଶିଙ୍କୁ ଖାଲି ମିଳିବ ଲାଭ, ହେବେ ମାଲାମାଲ୍‌, ରହିବନି ଚିନ୍ତା.. 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨ଟି ଗ୍ରହ ପରସ୍ପର ସହ ୬୦ ଡିଗ୍ରୀ କୋଣରେ ରହିଥାନ୍ତି, ତେବେ ଏକ ବିଶେଷ ଓ ଶୁଭ ଯୋଗ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବରେ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ହୋଇଥାଏ । ଜ୍ୟୋତିଷ ଗଣନାନୁସାରେ ଜୁନ୍‌ ୫ରେ ଶୁକ୍ର ଓ ଗୁରୁ ଗ୍ରହ ପରସ୍ପର ସହ ୬୦ ଡିଗ୍ରୀ କୋଣରେ ରହି ଗୁରୁ-ଶୁକ୍ର ଦୃଷ୍ଟି ଯୋଗ ସୃଷ୍ଟି କରିବେ । ଏହି ଶୁଭ ଯୋଗ ଫଳରେ ଅନେକ କାର୍ଯ୍ୟରେ ସଫଳତା, … Continue reading ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ଏହି ରାଶିଙ୍କୁ ଖାଲି ମିଳିବ ଲାଭ, ହେବେ ମାଲାମାଲ୍‌, ରହିବନି ଚିନ୍ତା..