ଦେଖନ୍ତୁ ଭିଡିଓ; ଅହିରାଜକୁ ଖେଳନା ଭାବି ଖେଳିଲା ଶିଶୁ, ତା’ପରେ..

ନୂଆଦିଲ୍ଲୀ : ଅହିରାଜ ସାପ ଦୁନିଆରେ ଥିବା ଭୟଙ୍କର ସାପ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ଏହା ବିଷାକ୍ତ ସାପ । ଏହି ସାପର ନାଁ ଶୁଣିବା ମାତ୍ରେ ସଭିଏଁ ଭୟରେ ଥରିବାକୁ ଲାଗି ଥାନ୍ତି । ମାତ୍ର ଚିନ୍ତା କରନ୍ତୁ ଯଦି ଅହିରାଜ ଭଳି ସାପ ଫଣା ଟେକି ଏକ କୁନି ଶିଶୁ ସାମ୍ନାରେ ରହିଥାଏ, ତେବେ ପରିସ୍ଥିତି କ’ଣ ହେବ । କେହି କେବେ ଏହା କଳ୍ପନା ମଧ୍ୟ କରି ନଥିବେ । … Continue reading ଦେଖନ୍ତୁ ଭିଡିଓ; ଅହିରାଜକୁ ଖେଳନା ଭାବି ଖେଳିଲା ଶିଶୁ, ତା’ପରେ..