ଲାଭାର ବଡ ଧମାକା: ମାତ୍ର ଏତିକି ଟଙ୍କାରେ ଆଣିଲା ଆପେଲ୍‌ ଭଳି ଦେଖାଯାଉଥିବା, ଜବରଦସ୍ତ ଫିଚର ଥିବା ସ୍ମାର୍ଟଫୋନ୍‌..

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଲାଭା ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ସ୍ମାର୍ଟଫୋନ୍‌ ଲଞ୍ଚ କରି ସଫଳତା ହାସଲ କରୁଛି। ଲାଭା ଗତ କିଛି ଦିନ ମଧ୍ୟରେ ବଜାରରେ ଅନେକ ସ୍ମାର୍ଟଫୋନ୍ ଲଞ୍ଚ କରିଛି ଏବଂ ଏବେ କମ୍ପାନୀ ଆଉ ଏକ ସ୍ମାର୍ଟଫୋନ୍ ସିରିଜ୍ ଆଣିଛି। ଲାଭା ଗୁରୁବାର ଦିନ ଏହାର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଏକ ନୂତନ ସ୍ମାର୍ଟଫୋନ୍ ସିରିଜ୍ ଲାଭା ବୋଲ୍ଡ ଏନ୍‌ ୧ ପ୍ରଚଳନ କରିଛି। ଏହି ସ୍ମାର୍ଟଫୋନ୍ … Continue reading ଲାଭାର ବଡ ଧମାକା: ମାତ୍ର ଏତିକି ଟଙ୍କାରେ ଆଣିଲା ଆପେଲ୍‌ ଭଳି ଦେଖାଯାଉଥିବା, ଜବରଦସ୍ତ ଫିଚର ଥିବା ସ୍ମାର୍ଟଫୋନ୍‌..