www.samajalive.in
Saturday, December 6, 2025
17.1 C
Bhubaneswar

ବାରହା ଆକ୍ରମଣରେ ୩ ଗୁରୁତର

କମୋକ୍ଷାନଗର : ଢେଙ୍କାନାଳ ଜିଲାରେ ରବିବାର ସକାଳ ସମୟରେ କଙ୍କଡ଼ାହାଡ଼ ଥାନା ମକୁକାଟେଣୀ ପଞ୍ଚାୟତ ଅନ୍ତର୍ଗତ ବାଘବସା ଗାଁର ତିନି ଜଣ ବାରହା ଆକ୍ରମଣରେ ଆହତ ହୋଇଛନ୍ତି। ଆହତଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ୩ ଜଣ ବିଲକୁ ଯାଇଥିବା ସମୟରେ ବାରହା ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories