www.samajalive.in
Saturday, December 13, 2025
18.1 C
Bhubaneswar

ଜୁନ୍‌ରେ ୫୦ ବର୍ଷ ପରେ ତ୍ରିକୋଣ ଓ ମାଲବ୍ୟ ରାଜଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି, ଧନର ହେବ ବର୍ଷା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରଙ୍କୁ ଐଶ୍ୱର୍ଯ୍ୟ-ବୈଭବର ସ୍ୱାମୀ ବୋଲି କୁହାଯାଏ । ସେ ବୃଷ ରାଶିର ସ୍ୱାମୀ ମଧ୍ୟ । ନିର୍ଦ୍ଦିଷ୍ଟ ସମୟାନୁସାରେ ଶୁକ୍ର ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଏହି ଚଳନ ଫଳରେ ଅନେକ ଶୁଭ ରାଜଯୋଗ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିଥାଏ । ଶୁକ୍ର ଗ୍ରହ ୨୯ ଜୁନ୍‌ ମେଷ ରାଶିରୁ ବୃଷ ରାଶିରେ ଚଳନ କରିବେ । ଏହି ଚଳନ ଫଳରେ ପ୍ରାୟ ୫୦ ବର୍ଷ ପରେ କେନ୍ଦ୍ର ତ୍ରିକୋଣ ରାଜଯୋଗ ଓ ମାଲବ୍ୟ ରାଜଯୋଗ ସୃଷ୍ଟି ହୋଇଥାଏ । ଏହି ରାଜଯୋଗ ଫଳରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିବ ଜାଣନ୍ତୁ..

କନ୍ୟା- ଏହି ରାଶିଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯିବ । ଅନେକ ଦିନରୁ ଅଟକି ଥିବା କାମ ପୂରଣ ହେବ । ଘରେ ସୁଖ-ଶାନ୍ତିର ବାତାବରଣ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଯାତ୍ରାର ଯୋଗ ରହିଛି । ଧନ ସମ୍ପତ୍ତି ବୃଦ୍ଧି ହେବ ।

- Advertisement -

କର୍କଟ- ଆୟରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଆମଦାନୀରେ ବୃଦ୍ଧି ହେବ । ନୂଆ ଗାଡି, ଘର କିଣିବାର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ସିଂହ- ପରିଶ୍ରମର ଫଳ ମିଳିବ । ନୂଆ ଦାୟିତ୍ୱ ସହ କର୍ମକ୍ଷେତ୍ରରେ ପଦନ୍ନୋତିର ଯୋଗ ରହିଛି । ବ୍ୟବସାୟରେ ଲାଭ ମିଳିବ । ପରିବାରରେ ଶାନ୍ତି, ହସଖୁସିର ବାତାବରଣ ରହିବ । ଭାଗ୍ୟର ସାଥ୍‌ ମିଳିବା ସହ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।

କରୋନା; ଏବେ ଦେଖାଯାଉଛି ଏସବୁ ଲକ୍ଷଣ, ଏମିତି ରୁହନ୍ତୁ ସୁରକ୍ଷିତ

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories