କରୋନା; ଏବେ ଦେଖାଯାଉଛି ଏସବୁ ଲକ୍ଷଣ, ଏମିତି ରୁହନ୍ତୁ ସୁରକ୍ଷିତ
ନୂଆଦିଲ୍ଲୀ : କରୋନାର ଭୟ ଏବେ ଲୋକଙ୍କ ମନରୁ ଲିଭିନି । ହଂକଂ ଓ ସିଙ୍ଗାପୁରରେ ପୁଣି ଥରେ କରୋନାର ନୂଆ ପ୍ରକରଣର ମାମଲା ବୃଦ୍ଧି ପାଉଥିବା ଦେଖାଯାଉଛି। ମୁମ୍ବଇରେ ମଧ୍ୟ ଗତ ୩ ମାସରେ ୭ ରୁ ୧୦ଟି କରୋନା ମାମଲା ସାମ୍ନାକୁ ଆସିଥିଲା। ଏକ ହସ୍ପିଟାଲରେ ୨ ଜଣ ଚିକିତ୍ସିତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମାତ୍ର ସେମାନଙ୍କ ମୃତ୍ୟୁର କାରଣ କରୋନା ନୁହେଁ ବୋଲି କୁହାଯାଇଛି। ୨ ରୋଗୀଙ୍କ ମଧ୍ୟରେ ଜଣେ ୫୮ … Continue reading କରୋନା; ଏବେ ଦେଖାଯାଉଛି ଏସବୁ ଲକ୍ଷଣ, ଏମିତି ରୁହନ୍ତୁ ସୁରକ୍ଷିତ
Copy and paste this URL into your WordPress site to embed
Copy and paste this code into your site to embed