www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।

ଭିଡିଓରେ ଏକ କଲରାପତରିଆ ବାଘ ହଠାତ୍‌ ଘର ବାହାରେ ଖେଳୁଥିବା ଏକ ଶିଶୁ ଉପରେ ଆକ୍ରମଣ କରିବାକୁ ଆସୁଛି । ମାତ୍ର କୁକୁରଙ୍କ ସାହସ କାରଣରୁ ବଡ ଅଘଟଣ ଟଳିବା ସହ ଶିଶୁଟିର ଜୀବନ ବଞ୍ଚି ଯାଉଛି । ୧୫ ସେକେଣ୍ଡର ଏହି ଭିଡିଓ ଦେଖି ଯେ କେହି ସ୍ତବ୍ଧ ହୋଇଯିବ ।

- Advertisement -

ଭିଡିଓର ଆରମ୍ଭରେ ଦେଖିପାରିବେ, ଦିନର ସମୟ । ଏକ ଛୋଟ ଶିଶୁ ହାଲୁକା ଆକାଶୀ ରଙ୍ଗର ପୋଷାକ ପିନ୍ଧି ଘର ବାହାରେ ଖେଲୁଛି । ୨ଟି କୁକୁର ମଧ୍ୟ ସେହି ସ୍ଥାନରେ ଦେଖାଯାଉଛନ୍ତି ।

ହଠାତ୍‌ କୁକୁର ଖୁବ୍‌ ଜୋର୍‌ରେ ଭୁକିବାକୁ ଲାଗୁଛି । ସେହି ସମୟରେ ଜଙ୍ଗଲ ଆଡୁ ଏକ କଲରାପତରିଆ ବାଘ ଆସୁଛି । ଶିଶୁ ଆଡକୁ ଦୌଡି ଆସି ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ମାତ୍ର କୁକୁର ଖୁବ୍‌ ଜୋରରେ ଭୁକିବା କାରଣରୁ ବାଘ ଭୟଭୀତ ହୋଇ ଦୌଡି ପଳାଉଛି । ଶିଶୁ ଭୟଭୀତ ହୋଇ ତୁରନ୍ତ ଘର ଭିତରକୁ ପଳାଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୧୨ ବର୍ଷ ପରେ ବୁଧ-ବୃହସ୍ପତିଙ୍କ ଦୁର୍ଲ୍ଲଭ ସଂଯୋଗ : ଏହି ରାଶି ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଘର,ଗାଡି..

ଅପରେସନ୍‌ ସିନ୍ଦୂର : ଜାଣନ୍ତୁ କିଏ ସୋଫିଆ କୁରେଶୀ?

ବିସ୍ଫୋରଣ, ଧୂଆଁ ; ସାମ୍ନାକୁ ଆସିଲା ଅପରେସନ୍-ସିନ୍ଦୂରର ଏସବୁ ଭିଡିଓ

ପୁଣି ବଢିଲା ସୁନା ଦାମ୍‌

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories