ବିସ୍ଫୋରଣ, ଧୂଆଁ ; ସାମ୍ନାକୁ ଆସିଲା ଅପରେସନ୍-ସିନ୍ଦୂରର ଏସବୁ ଭିଡିଓ

ନୂଆଦିଲ୍ଲୀ : ଭାରତ ନେଲା ପ୍ରତିଶୋଧ। ସାମ୍ନାକୁ ଆସିଛି ଅପରେସନ୍-ସିନ୍ଦୂରର ଗୋଟିଏ ପରେ ଗୋଟିଏ ଭିଡିଓ। ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୋଷୀମାନଙ୍କୁ ନିପାତ କରିବା ଆରମ୍ଭ କରିଦେଇଛି। ଗତକାଲି ବିଳମ୍ବିତ ରାତିରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି। ରାତି ପ୍ରାୟ ୧.୩୦ ସମୟରେ ଭାରତ ‘ଅପରେସନ୍ ସିନ୍ଦୂର’ ଅଧୀନରେ ବାହାବଲପୁର, କୋଟଲି ଏବଂ ମୁଜାଫରାବାଦରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା। ପହଲଗାମ ଆତଙ୍କବାଦୀ … Continue reading ବିସ୍ଫୋରଣ, ଧୂଆଁ ; ସାମ୍ନାକୁ ଆସିଲା ଅପରେସନ୍-ସିନ୍ଦୂରର ଏସବୁ ଭିଡିଓ