ଅପରେସନ୍‌ ସିନ୍ଦୂର : ଜାଣନ୍ତୁ କିଏ ସୋଫିଆ କୁରେଶୀ?

ନୂଆଦିଲ୍ଲୀ : ଭାରତ ନେଇଛି ପହଲଗାଓଁ ଆକ୍ରମଣର ପ୍ରତିଶୋଧ। ରାତି ପ୍ରାୟ ୧.୩୦ରେ ଭାରତ ‘ଅପରେସନ୍ ସିନ୍ଦୂର’ ଅଧୀନରେ ବାହାବଲପୁର, କୋଟଲି ଏବଂ ମୁଜାଫରାବାଦରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ, ସେନା ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଉଚିତ ଜବାବ ଦେଇଛି। ଭାରତୀୟ ସେନାର ପାକିସ୍ତାନରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ ଉପରେ ଅତର୍କିତ ଆକ୍ରମଣକୁ ପ୍ରଶଂସା କରାଯାଇଛି। ଭାରତ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ … Continue reading ଅପରେସନ୍‌ ସିନ୍ଦୂର : ଜାଣନ୍ତୁ କିଏ ସୋଫିଆ କୁରେଶୀ?