www.samajalive.in
Monday, December 8, 2025
24.1 C
Bhubaneswar

ଏୟାରଟେଲ୍‌ର କମାଲ୍‌ ; ମାତ୍ର ୧୦୦ ଟଙ୍କାରେ ମିଳିବ ଏସବୁ ସୁବିଧା

ନୂଆଦିଲ୍ଲୀ : ଅନେକ ସମୟରେ ଗ୍ରାହକଙ୍କୁ ଖୁସି କରିବା ପାଇଁ ଟେଲିକମ୍‌ କମ୍ପାନୀ ଗୁଡିକ ଅନେକ ଶସ୍ତା ରିଚାର୍ଜ ପ୍ଲାନ୍‌ ଉପଭୋକ୍ତାଙ୍କ ପାଇଁ ଆଣିଥାଏ। ଏହା ମଧ୍ୟରେ ଏୟାରଟେଲ୍‌ ମାତ୍ର ୧୦୦ ଟଙ୍କାରେ ଏକ ପ୍ଲାନ୍‌ ଆଣିଛି ।
ବର୍ତ୍ତମାନ ସଭିଏଁ ଆଇପିଏଲ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ଯଦି ଉପଭୋକ୍ତାଙ୍କୁ ଏହି ସମୟରେ ଡାଟା ସହ ହଟ୍‌ଷ୍ଟାରର ସବସ୍କ୍ରିପସନ୍‌ ମିଳିଲେ, ଲୋକେ ସେଭଳି ରିଚାର୍ଜ ପ୍ଲାନ୍‌ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ଏହି ପ୍ଲାନ୍‌ର ନାମ ଡାଟା ଓନ୍‌ଲୀ ପ୍ଲାନ୍‌ । ତେବେ ଉପଭୋକ୍ତା ରିଚାର୍ଜ ପ୍ଲାନ୍‌ ପରେ କେବଳ ଅଧିକ ଡାଟା ଆବଶ୍ୟକ କରୁଥିଲେ, ଏହି ପ୍ଲାନ୍‌କୁ ଚୟନ କରି ପାରିବେ।

ଏୟାରଟେଲ୍‌ର ଏହି ୧୦୦ ଟଙ୍କିଆ ପ୍ଲାନ୍‌ ରିଚାର୍ଜ କଲେ ୫ଜିବି ଡାଟା ସହ ମୋବାଇଲ୍‌ରେ ହଟଷ୍ଟାର୍‌ ସବସ୍କ୍ରିପସନ୍‌ ମଧ୍ୟ ମିଳିଯିବ । ଏହି ପ୍ଲାନ୍‌ର ସମୟ ସୀମା ୩୦ ଦିନ ପର୍ଯ୍ୟନ୍ତ । ଏଥିରେ ଅଧିକ ଡାଟା ସହ ଓଟିଟି ସବସ୍କ୍ରିପସନ୍‌ ମିଳିଯିବ । ଫଳରେ ଆଇପିଏଲର ମଜା ନେଇ ପାରିବେ ।

- Advertisement -

ଏହାସହ ଏୟାରଟେଲ୍‌ର ଅନ୍ୟ ଏକ ପ୍ଲାନ୍‌ ୧୯୯ ଟଙ୍କାର ମଧ୍ୟ ରହିଛି । ଏଥିରେ ଉପଭୋକ୍ତାଙ୍କୁ ୧୫ ଜିବି ଡାଟା ସହ ଜିଓ ହଟ୍‌ଷ୍ଟାର୍‌ର ମୋବାଇଲ୍‌ ସବସ୍କ୍ରିପସନ୍‌ ମଧ୍ୟ ମିଳିବ । ଏହା କେବଳ ଡାଟା ଓନ୍‌ଲୀ ପ୍ଲାନ୍‌ ହୋଇଥିବାରୁ ଏଥିରେ କଲିଙ୍ଗ୍‌ର ସୁବିଧା ମିଳିବ ନାହିଁ ।

ଅକ୍ଷୟ ତୃତୀୟାରେ କେଉଁ ଜିନିଷ କିଣିବା ଉଚିତ୍‌, ଅନୁଚିତ୍‌, କ’ଣ କରିବେ ଦାନ, ଶୁଭ ସମୟ..

ଯଦି ଆପଣ ଓଟିଟିର ବ୍ୟବହାର ଅଧିକ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏୟାରଟେଲ୍‌ର ୧୮୧ ଟଙ୍କାର ରିଚାର୍ଜ ପ୍ଲାନ୍‌ ମଧ୍ୟ ଚୟନ କରି ପାରିବେ । ଏଥିରେ ଆପଣଙ୍କୁ ପ୍ରାୟ ୧୫ ଜିବି ଡାଟା ୩୦ ଦିନ ପାଇଁ ମିଳିଯିବ । ଏହି ପ୍ଲାନ୍‌ରେ ଆପଣଙ୍କୁ ଏୟାରଟେଲ୍‌ ଏକ୍ସଟ୍ରିମ୍‌ ସବସ୍କ୍ରିପସନ୍‌ ମଧ୍ୟ ମିଳିବ । ଏଥିରେ ଆପଣଙ୍କୁ ୨୨ ଓଟିଟିର ସବସ୍କ୍ରିପସନ୍‌ ଆପେ ଆପେ ମିଳିଯିବ ।

ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀନାରାୟଣ ରାଜଯୋଗ; ଆଜି ଠାରୁ ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବଢିବ ଦରମା, ରହିବନି ଚିନ୍ତା

ଜାଣନ୍ତୁ ଅକ୍ଷୟ ତୃତୀୟାରେ ରାଶି ଅନୁଯାୟୀ କ’ଣ କିଣିଲେ : ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା

ଦେଖନ୍ତୁ ଭିଡିଓ ; ବିଚ୍‌ ରାସ୍ତାରେ ମହିଳାଙ୍କୁ ଚାପୁଡା ମାରିଲେ ପୁଲିସ, ଆଉ ତା’ପରେ

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories