ଜାଣନ୍ତୁ ଅକ୍ଷୟ ତୃତୀୟାରେ ରାଶି ଅନୁଯାୟୀ କ’ଣ କିଣିଲେ : ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା
ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ । ଏହି ଦିନକୁ ଖୁବ୍ ଶୁଭ ଓ ଫଳଦାୟୀ ବୋଲି କୁହାଯାଏ । ଚଳିତ ବର୍ଷ ଏହି ପବିତ୍ର ପର୍ବ ୩୦ ଏପ୍ରିଲରେ ପାଳନ କରାଯିବ । ଏହି ଦିନ କରାଯାଉଥିବା ଦାନ, ଜପ ଓ ଶୁଭ କାର୍ଯ୍ୟର ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ । ଜାଣନ୍ତୁ ରାଶି ଅନୁଯାୟୀ ଏହି ଦିନ କି କି ଜିନିଷ କିଣିଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ.. ମେଷ- … Continue reading ଜାଣନ୍ତୁ ଅକ୍ଷୟ ତୃତୀୟାରେ ରାଶି ଅନୁଯାୟୀ କ’ଣ କିଣିଲେ : ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା
Copy and paste this URL into your WordPress site to embed
Copy and paste this code into your site to embed