ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀନାରାୟଣ ରାଜଯୋଗ; ଆଜି ଠାରୁ ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବଢିବ ଦରମା, ରହିବନି ଚିନ୍ତା

ଅକ୍ଷୟ ତୃତୀୟା ପର୍ବ ଚଳିତ ବର୍ଷ ଏପ୍ରିଲ ୩୦ ଅର୍ଥାତ୍‌ ବୁଧବାର ପାଳନ କରାଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଚଳିତ ବର୍ଷର ଅକ୍ଷୟ ତୃତୀୟା ଖୁବ୍‌ ଖାସ୍‌ । କାରଣ ଗ୍ରହଙ୍କ ଚଳନ ହେତୁ ଏହି ଦିନ ଲକ୍ଷ୍ମୀ-ନାରାୟଣ ରାଜଯୋଗ, ମାଲବ୍ୟ ଯୋଗ, ଅକ୍ଷୟ ଯୋଗ, ଆଦିତ୍ୟ ଯୋଗ, ଗଜକେସରୀ ରାଜଯୋଗର ସଂଯୋଗ ହେଉଛି । ଏହି ଦିନ ଶ୍ରୀହରି, ମା’ଲକ୍ଷ୍ମୀ … Continue reading ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀନାରାୟଣ ରାଜଯୋଗ; ଆଜି ଠାରୁ ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବଢିବ ଦରମା, ରହିବନି ଚିନ୍ତା