ଅକ୍ଷୟ ତୃତୀୟାରେ କେଉଁ ଜିନିଷ କିଣିବା ଉଚିତ୍‌, ଅନୁଚିତ୍‌, କ’ଣ କରିବେ ଦାନ, ଶୁଭ ସମୟ..

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବକୁ ସୁଖ-ସମୃଦ୍ଧି, ସୌଭାଗ୍ୟ, ଓ ନୂଆ କାମ ଆରମ୍ଭ ହେବାର ଦିନ ବୋଲି ଜଣାଯାଏ । ଏହି ଦିନ ମୁଖ୍ୟତଃ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହି ଦିନ ସୁନା, ରୁପା ସହ ଅନ୍ୟାନ୍ୟ କିଛି ଜିିନିଷ କିଣିବା ଦ୍ୱାରା ଘରେ ସୁଖସମୃଦ୍ଧି, ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି । ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ଏପ୍ରିଲ ୩୦ … Continue reading ଅକ୍ଷୟ ତୃତୀୟାରେ କେଉଁ ଜିନିଷ କିଣିବା ଉଚିତ୍‌, ଅନୁଚିତ୍‌, କ’ଣ କରିବେ ଦାନ, ଶୁଭ ସମୟ..