www.samajalive.in
Monday, December 15, 2025
27.1 C
Bhubaneswar

ଆୟୁଷ୍ମାନରେ ସଫ୍ଟୱେର ଇସ୍ୟୁ, ଓଟିପି ଜେନେରେଟ୍‌‌ ଟାଇମ ଆଉଟ ସମୟ ୧୦ ମିନିଟକୁ କମିଛି

ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଭାରତର କାର୍ଯ୍ୟକାରିତାବେଳେ ସଫ୍ଟୱେର ସମସ୍ୟା ଦେଖାଦେଇଛି। ଏ ସଂକ୍ରାନ୍ତରେ ହେଲଥ୍‌‌ କେୟାର ପ୍ରୋଭାଇଡର୍ସ ରାଜ୍ୟ ସମ୍ପାଦକ ନିଲାଞ୍ଜନା ମୁଖାର୍ଜୀ ସୂଚନା ଦେଇଛନ୍ତି। ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ ଓଟିପି ଜେନେରେଟ୍‌‌ ଟାଇମ ଆଉଟ ସମୟ ୧୦ ମିନିଟକୁ କମିଛି। ପରିବାର ପ୍ରତି ହିତାଧିକାରୀଙ୍କ କାର୍ଡ ଅଲଗା ରହିଛି। ଆୟୁଷ୍ମାନ ଯୋଜନାରେ ଇମ୍ପଲାଣ୍ଟ କ୍ୟାପିଙ୍ଗ ରହିଛି। କ୍ୟାପିଙ୍ଗ ପାଇଁ ହସ୍ପିଟାଲରେ ଟିକେ ସମସ୍ୟା ରହୁଛି। ରୋଗୀଙ୍କ ଚିକିତ୍ସା ବିଳମ୍ବ ହେବନି, ପଞ୍ଜୀକରଣ ବିଳମ୍ବ ହେଉଛି। ବିଏସକେୱାଇରେ ପ୍ରି ଆପ୍ରୁଭାଲ ବ୍ୟବସ୍ଥା ରହିଥିଲା। ଆୟୁଷ୍ମାନରେ ତାହା ନାହିଁ, ଲିମିଟେଡ୍‌‌ ହୋଇଯାଇଛି ବୋଲି ହେଲଥ୍‌‌ କେୟାର ପ୍ରୋଭାଇଡର୍ସ ରାଜ୍ୟ ସମ୍ପାଦକ ନିଲାଞ୍ଜନା ମୁଖାର୍ଜୀ ପ୍ରକାଶ କରିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories