www.samajalive.in
Thursday, December 11, 2025
14.1 C
Bhubaneswar

୨୩ରେ ଗ୍ୟାଙ୍ଗସ ଅଫ ପୁରୀ ପାର୍ଟ-୨

ଭୁବନେଶ୍ବର : ଲୋକପ୍ରିୟ ୱେବସିରିଜ ଗ୍ୟାଙ୍ଗସ ଅଫ ପୁରୀ ସିଜିନ -୨ ର ଟ୍ରେଲର ଉନ୍ମୋଚିତ ହୋଇଯାଇଛି । ଏପ୍ରିଲ ୨୩ ତାରିଖରେ ଏହା ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଷ୍ଟ୍ରିମିଙ୍ଗ ହେବ। ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସିରିଜରେ ପୂର୍ବରୁ ନଜର ଆସିଥିବା କଳାକାର ଚୌଧୁରୀ ଜୟ ପ୍ରକାଶ ଦାସ , ହର ରଥ , ରବି ମିଶ୍ର , ଉଦିତଗୁରୁ , ଦ୍ବୀପନମିତ ଦାସ , କେକେ , ମନ୍ତ୍ରୟ , ନିଶାନ୍ତ ପ୍ରମୁଖ ଅଭିନେତା ନଜର ଆସିବେ । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନା ପୁଣି ଦେଖିବାକୁ ପାଇବେ ଦର୍ଶକ। ପୂର୍ବ ମାସରେ ଏହାର ଟିଜର ରିଲିଜ ହେବା ପରେ ଟ୍ରେଲରୁ ଦର୍ଶକ ଅପେକ୍ଷା କରି ରହିଥିଲେ । ଏବେ ଏହାର ଟ୍ରେଲର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories