www.samajalive.in
Sunday, December 14, 2025
26.1 C
Bhubaneswar

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡିବା ଘଟଣାରେ ଜିଲା ବିଜେଡିର ପ୍ରତିବାଦ

କେନ୍ଦୁଝରଗଡ : ବଲାଙ୍ଗୀର ଜିଲା ପାଟଣାଗଡଠାରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ପ୍ରତିବାଦରେ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦୁଝର ଜିଲା ମୁଖ୍ୟାଳୟ  ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପୁର୍ବତନ ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଦ୍ଭା ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ସାଗରିକ ସାହୁ, ଜିଲାପରିଷଦ ସଦସ୍ୟ ରଥ ମୁଣ୍ଡା, ବିଜେଡି ନେତା ପ୍ରମୋଦ ପଟ୍ଟନାୟକ, ଚକ୍ରଧର ପରିଡ଼ା, ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ମୀନା ମାଝୀ, କାଉନସିଲର ପୁନମ୍ କୁମାରୀ, କେଜି କାକଳି କୁମୂରା, ଭଗବାନ ନାଏକ,, ନାରୀ ନେତ୍ରୀ ସୂରଥି ଘଣା, ସଦର ଯୁବ ସଭାପତି ଟିକିନା ବ୍ରହ୍ମ, ଜଗଦୀଶ ଆପଟ, ବରିଷ୍ଠ ନେତା କୈଳାସ ନାଏକ, ଅଜୟ ଘଡେ଼ଇ, ଯୁବନେତା ସତ୍ୟବ୍ରତ ନାଏକ, ରଞ୍ଜନ ବେହେରା, ତାପସ ସାହୁ,ଅରୁଣ ମନ୍ତ୍ରୀ, ଧିରେନ ନାଏକ, ଉମେଶ ମୁର୍ମୁ, ଆଶିଷ ଆଚାର୍ଯ୍ୟ, ମୁନା ପାଣି, ଵୁବୁ ସିହ୍ନା, ନାରାୟଣ ନାୟକ, ସୋରେନ ନାଏକ, ଚିତ,ପପୁ ଯାଦବ, ଯଶୋବନ୍ତ ବେହେରା, ବାବି ପଟ୍ଟନାୟକ, ସଞ୍ଜୀତ ଦାସ, ଅଭିଷେକ ରାଉତ, ବାସୁଦେବ ଜେନା, ଟିକୁ ପ୍ରଧାନ, ସହ ଶତାଧିକ କର୍ମୀ ଉପସ୍ଥିତ ରହି ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ପୋଡା ଘଟଣାର ତୀବ୍ର ପ୍ରତିବାଦ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories