ଭୁବନେଶ୍ୱର : ବଜାରକୁ ଆସିବ ଓମଫେଡ୍ ବ୍ରାଣ୍ଡ୍ର ଚକୋଲେଟ୍। ଏନେଇ ବୁଧବାର ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚକୋଲେଟ୍ ପ୍ଲାଣ୍ଟ ଡିପିଆର ପାଇଁ ଏନଡିଡିବିକୁ ଦାୟିତ୍ୱ ଦିଆଯାଇଛି । ୪ ମାସ ମଧ୍ୟରେ ଓମଫେଡ୍ ବ୍ରାଣ୍ଡ୍ର ପାଣି ମଧ୍ୟ ବଜାରକୁ ଆସିବ।
୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..
ବାସ୍ତୁ.. ଏହି ଦିଗକୁ ମୁଣ୍ଡ କରି ଶୋଇଲେ : ଲାଗି ରହେ ରୋଗ, ଧନର ଅଭାବ, କରଜ, ଘରେ ଅଶାନ୍ତି..
ଆଶ୍ଚର୍ଯ୍ୟ କରିବ ଭିଡିଓ ; ଘର ଭିତରକୁ ପଶୁଥିଲା ବାଘ, କୁକୁର ଭୁକିବା ମାତ୍ରେ ହେଲା ଏମିତି



