www.samajalive.in
Monday, December 15, 2025
14.1 C
Bhubaneswar

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଭାଷଣ ଦେଉଥିଲେ ମମତା: ଛାତ୍ରଛାତ୍ରୀ କହିଲେ, ‘ଗୋ ବ୍ୟାକ୍’

ନୂଆଦିଲ୍ଲୀ : ଲଣ୍ଡନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ମମତା ବାନାର୍ଜୀ ଭାଷଣ ଦେବା ସମୟରେ ହଙ୍ଗାମା ହୋଇଛି । ଛାତ୍ରଛାତ୍ରୀ ଦିଦିଙ୍କୁ ଅନେକ ପ୍ରଶ୍ନ କରିବା ସହ ଗୋ ବ୍ୟାକ୍ ବୋଲି ନାରା ଦେଇଛନ୍ତି ।

- Advertisement -

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୭ ମାର୍ଚ୍ଚରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର କେଲଗ୍ କଲେଜରେ ଭାଷଣ ଦେବାକୁ ଯାଇଥିଲେ । ତେବେ ଏହି ସମୟରେ ହଙ୍ଗାମା ହୋଇଗଲା ଏବଂ ତାଙ୍କୁ ନିଜ ଭାଷଣ ଅଧାରେ ରଖିବାକୁ ପଡିଥିଲା । ଭାଷଣରେ ମମତା କହିଥିଲେ କି ତାଙ୍କ ଶାସନ ମଡେଲରେ ଭେଦଭାବକୁ ଅନୁମତି ନାହିଁ ଏବଂ ସମାଜର କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି । ଏହି ସମୟରେ ଉପସ୍ଥିତ ଛାତ୍ରଛାତ୍ରୀ ନାରା ଦେଇ ଦିଦିଙ୍କୁ ଗୋବ୍ୟାକ୍ କହିଥିଲେ ।  ସମସ୍ତେ ଆରଜି କର ମେଡିକାଲ କଲେଜ ମୁଦ୍ଦା ଉଠାଇ ପ୍ରଶ୍ନ କରିଥିଲେ । ଏହି ଦୃଶ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories