www.samajalive.in
Sunday, December 14, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ଗାଁକୁ ପଶିଗଲା ବାଘ, ଲୋକେ ଠେଙ୍ଗା ଧରି..

ନୂଆଦିଲ୍ଲୀ : ପୀଲୀଭୀତର ଗ୍ରାମୀଣ ଅଞ୍ଚଳରେ ଏକ ବାଘ ପଶି ଆସିବା ଘଟଣା ହଇଚଇ ସୃଷ୍ଟି କରିଛି । ବାଘକୁ ଦେଖିବା ମାତ୍ରେ ଅନେକ ଗ୍ରାମବାସୀ ଏକାଠି ହୋଇ ହାତରେ ଠେଙ୍ଗା ଧରି ଜୋର୍‌ରେ ପାଟି କରି ବାଘକୁ ସେଠାରୁ ଦୂରକୁ ପଠାଇବାକୁ ଉଦ୍ୟମ କରୁଛନ୍ତି। ନିକଟରେ ପୀଲୀଭୀତର ଜଙ୍ଗଲରୁ ଅନେକ ବାଘ ଜନବସତି ଅଞ୍ଚଳକୁ ପ୍ରବେଶ କରୁଛନ୍ତି। ଗ୍ରାମବାସୀ ମଧ୍ୟ ସତର୍କ ରହୁଛନ୍ତି।


ଚଳିତ ବର୍ଷ ଅନେକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରୁଛନ୍ତି ।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ ହେଉଥିବା ଏହି ଭିଡିଓ ପିଲିଭୀତର ହରିପୁର କିଶନପୁର ଗାଁର ବୋଲି କୁହାଯାଉଛି । ଭିଡିଓ ଭାଇରାଲ୍‌ ହେବା ପରେ ସଭିଁଙ୍କୁ ଆକର୍ଷିତ କରିବା ସହ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଲୋକେ କହିଛନ୍ତି, ବାଘ ଏପରି ଜନବସତି ଭିତରକୁ ପଶିବା ଦ୍ୱାରା ସଭିଁଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ପ୍ରଶାସନ ଓ ବନ ବିଭାଗ ଅଧିକ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ।

ମାର୍ଚ୍ଚ ୨୯ରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଏହି ସରଳ ଉପାୟରେ ଦୂର ହେବ ଶନିଦଶା, ମିଳିବ ସଫଳତା..

- Advertisement -

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories