ମାର୍ଚ୍ଚ ୨୯ରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଏହି ସରଳ ଉପାୟରେ ଦୂର ହେବ ଶନିଦଶା, ମିଳିବ ସଫଳତା..

ଖୁବ୍‌ ଶୀଘ୍ର ନ୍ୟାୟର ଦେବତା ଶନିଦେବ ମାର୍ଚ୍ଚ ୨୯ରେ ରାଶି ପରିବର୍ତ୍ତନ ସହ ଦୁର୍ଲ୍ଲଭ ଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି । ଏହାର ପ୍ରଭାବରେ ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଭାଗ୍ୟ ସୁନାଭଳି ଚମକିବା ସହ ଅନେକ କାର୍ଯ୍ୟରେ ସଫଳତା ମିଳିବ। ୨୯ ମାର୍ଚ୍ଚରେ ଚୈତ୍ର କୃଷ୍ଣ ଅମାବାସ୍ୟା ସହ ଶନିବାର। ଶନିବାର ଅମାବାସ୍ୟା ପଡିଲେ ଏହାକୁ ଶନିଶ୍ଚର ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। ଜାଣନ୍ତୁ ଏହି ଦିନ କେଉଁ କେଉଁ ଉପାୟର … Continue reading ମାର୍ଚ୍ଚ ୨୯ରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଏହି ସରଳ ଉପାୟରେ ଦୂର ହେବ ଶନିଦଶା, ମିଳିବ ସଫଳତା..