ଉମରକୋଟ: ଚନ୍ଦାହାଣ୍ଡି ଗମ୍ଭାରିଗୁଡ଼ା ପଞ୍ଚାୟତ ଫୁଣ୍ଡେଲପଡ଼ା ଗାଁରେ ମାସକର ଛୁଆକୁ ୪୦ରୁ ଅଧିକ ଚେଙ୍କ ଦିଆଯାଇଛି। ଅସୁସ୍ଥ ହେବାରୁ ମାସକର ଛୁଆକୁ ବାପାମା’ ଚେଙ୍କ ଦେଇଥିବା ଜଣାପଡ଼ିଛି। ପେଟ ଓ ମୁଣ୍ଡରେ ୪୦ରୁ ଅଧିକ ଚେଙ୍କ ଦିଆଯାଇଥିବା ସୂଚନା ମିଳିଛିି।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!