www.samajalive.in
Tuesday, December 9, 2025
16.1 C
Bhubaneswar

ସ୍କୁଲ ଭ୍ୟାନ ଓଲଟି ୬ ଆହତ

ଭବାନୀପାଟଣା: ଆଜି ମଧ୍ୟାହ୍ନରେ ଜୟପାଟଣା ଥାନା ପାଇକକେନ୍ଦୁମୁଣ୍ଡିରେ ଏକ ସ୍କୁଲ୍ ଭ୍ୟାନ ଓଲଟି ପଡିବାରୁ ୬ ଛାତ୍ରଛାତ୍ରୀ ଆହତ ହେଇଛନ୍ତି। ଦୁଇ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭେଙ୍କଟେଶ୍ବର ଇଂଲିଶ ମିଡିୟମ ପବ୍ଳିକ ସ୍କୁଲର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଭ୍ୟାନଟି ମୁଖିଗୁଡ଼ା ଯାଉଥିଲା। ରାସ୍ତାରେ ଭାରସାମ୍ୟ ହରାଇ ଭ୍ୟାନଟି ଏକ ବିଲ ଭିତରକୁ ଓଲଟି ପଡିଥିଲା। ଖବରପାଇ ଅଗ୍ନିଶମ କର୍ମଚାରୀ ପିଲାଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ୬ ଆହତ ହେଇଥିବା ବେଳେ ଜଣେ ଛାତ୍ରୀ ସମେତ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉଦୟ ହେଲେ ଶନି : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, କାହାକୁ ମିଶ୍ରିତ ଫଳ

ଦେଖନ୍ତୁ ଭିଡିଓ ; ମାତ୍ର ୧୫ ସେକେଣ୍ଡରେ ବୁଲେଟ୍‌ ଚୋରି କରି ଯୁବକ ଫେରାର

- Advertisement -

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories